Sunday 22 January 2017

Inside out

କାହାରତ ଓଠ ଲାଲ୍ ଲାଲ୍ 
କିଏ ଆସେ ନିଶ ମୋଡି
ସବୁ ରିପୋର୍ଟ ଦେଖିଲା ଵେଳକୁ
ଭିତରଟା ମାଟି ଗୋଡି

Man or saint

ନପାଇଲେ ବଡ ଦୁଖି
ପାଇଲେ ଅପାର ଖୁସି
କହିଲ ଦେଖି ସୁଜନେ
ସେ ମଣିଷ ଅଥଵା ଊଷି