Sunday, January 22, 2017

Inside out

କାହାରତ ଓଠ ଲାଲ୍ ଲାଲ୍ 
କିଏ ଆସେ ନିଶ ମୋଡି
ସବୁ ରିପୋର୍ଟ ଦେଖିଲା ଵେଳକୁ
ଭିତରଟା ମାଟି ଗୋଡି

No comments:

Post a Comment